• ନୀତି ଆୟୋଗ 'ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍‌ ଇଣ୍ଡେକ୍ସ' (Investment Friendliness Index) ରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟସମୂହ ମଧ୍ୟରେ ସ୍ଥାନ ପାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ସାଂସଦବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଶିଳ୍ପ ଅନୁକୂଳ ନୀତି, ସୁଗମ ବ୍ୟବସାୟିକ ବାତାବରଣ (EoDB) ନିମିତ୍ତ ଦୃଢ଼ ପଦକ୍ଷେପ ଯୋଗୁଁ ଓଡ଼ିଶା ଆଜି ଦେଶର ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ସ୍ୱୀକୃତି ପାଇଛି। ଏହି ସଫଳତା ଆଗାମୀ ଦିନରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିକୁ ନୂଆ ଦିଗ ଦେବ ।
30 Jul, 2026

ନୀତି ଆୟୋଗ ରାଙ୍କିଂରେ ଓଡ଼ିଶାର ବଡ଼ ସଫଳତା, ମୁଖ୍ୟମନ୍ତ୍ରୀଙ୍କୁ ସାଂସଦଙ୍କ ଶୁଭେଚ୍ଛା

ନୀତି ଆୟୋଗ 'ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍‌ ଇଣ୍ଡେକ୍ସ' (Investment Friendliness Index) ରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟସମୂହ ମଧ୍ୟରେ ସ୍ଥାନ ପାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ସାଂସଦବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଶିଳ୍ପ ଅନୁକୂଳ ନୀତି, ସୁଗମ ବ୍ୟବସାୟିକ ବାତାବରଣ (EoDB) ନିମିତ୍ତ ଦୃଢ଼ ପଦକ୍ଷେପ ଯୋଗୁଁ ଓଡ଼ିଶା ଆଜି ଦେଶର ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ସ୍ୱୀକୃତି ପାଇଛି। ଏହି ସଫଳତା ଆଗାମୀ ଦିନରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିକୁ ନୂଆ ଦିଗ ଦେବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |