ଘୋଷଯାତ୍ରା ଅବସରରେ ଟଙ୍କତୋରାଣି ବଣ୍ଟନ କେନ୍ଦ୍ରର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

16 Jul, 2026

ପବିତ୍ର ଘୋଷଯାତ୍ରା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଟଙ୍କତୋରାଣି ବଣ୍ଟନ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି । ଏହାସହ ସେ ନିଜେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଶ୍ରଦ୍ଧାର ସହ ଟଙ୍କତୋରାଣି ବଣ୍ଟନ କରିଛନ୍ତି । 

'ସମର୍ପଣ' ଡିଜିଟାଲ ହୁଣ୍ଡିର ଶୁଭାରମ୍ଭ

15 Jul, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକ ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପବିତ୍ର ରଥଯାତ୍ରାର ପୂର୍ବ ଦିନ ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ: ମୁଖ୍ୟମନ୍ତ୍ରୀଙ୍କ ପୁଷ୍ପମାଲ୍ୟ ଅର୍ପଣ

14 Jul, 2026

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି। ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ । ଲୋକକଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ…

କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ସମ୍ପ୍ରସାରଣ ପାଇଁ ୧୨,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

11 Jul, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍ ବିର୍ଲାଙ୍କ ସହ ରାଜ୍ୟବ୍ୟାପୀ ଗୋଷ୍ଠୀର ଚାଲିଥିବା ଏବଂ ପ୍ରସ୍ତାବିତ ନିବେଶର ଅଗ୍ରଗତି ସମୀକ୍ଷା କରିବା ପାଇଁ ଆଲୋଚନା କରିଛନ୍ତି । ଏହି ଅବସରରେ, ଆଦିତ୍ୟ ବିର୍ଲା ଗ୍ରୁପ୍ କଂସାରିଗୁଡ଼ା ଆଲୁମିନା ରିଫାଇନାରୀର ସମ୍ପ୍ରସାରଣ ପାଇଁ ୧୨,୦୦୦ କୋଟି ଟଙ୍କା ପୁଞ୍ଜି…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧