ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଦିବସ ଅବସରରେ ମଧୁବାବୁଙ୍କ ପବିତ୍ର ଜନ୍ମପୀଠ ସତ୍ୟଭାମାପୁର ଗସ୍ତ କରିଛନ୍ତି।
28 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଦିବସ ଅବସରରେ ମଧୁବାବୁଙ୍କ ପବିତ୍ର ଜନ୍ମପୀଠ ସତ୍ୟଭାମାପୁର ଗସ୍ତ କରିଛନ୍ତି।

ମଧୁବାବୁ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଅବିସ୍ମରଣୀୟ ମହାନାୟକ। ଗତବର୍ଷ ଓଡ଼ିଶା ଦିବସ ଅବସରରେ ତାଙ୍କ ପବିତ୍ର ଜନ୍ମପୀଠ ସତ୍ୟଭାମାପୁର ଗସ୍ତ କରି ସେହି ମହାନ୍ ବରପୁତ୍ରଙ୍କ ସ୍ମୃତି ଚାରଣ କରିବାର ପରମ ସୌଭାଗ୍ୟ ମୋତେ ମିଳିଥିଲା। ଆଜି ମଧୁବାବୁଙ୍କ ଜୟନ୍ତୀ ଅବସରରେ ସତ୍ୟଭାମାପୁରରେ ବିତାଇଥିବା ସେହି ସ୍ମରଣୀୟ ମୁହୂର୍ତ୍ତ ସ୍ମୃତିପଟରେ ଉଜ୍ଜୀବିତ। ଓଡ଼ିଆ ଜାତିର ନବଜାଗରଣର ପୁରୋଧାଙ୍କ ପବିତ୍ର ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |